ପାଣି ଭର୍ତ୍ତି ନାଳ ପାରି ସ୍କୁଲ ଯାତ୍ରା!
ପୋଲ ନଥିବାରୁ ପ୍ରତିଦିନ ବିପଦ ମୁହଁରେ ଛାତ୍ରଛାତ୍ରୀ; ବଡରମା ପଞ୍ଚାୟତ ଖରମୁଣ୍ଡା ମୁଣ୍ଡାପଡ଼ା ଗ୍ରାମରେ ସ୍ଥାୟୀ ରାସ୍ତା ଓ ପୋଲ ନିର୍ମାଣ ଦାବି;
#Mundapada #Jamanakira #Sambalpur #Odisha #SchoolStudents #StudentsAtRisk #UnsafeSchoolJourney #WaterloggedNala #NoBridge #RoadProblem #VillageRoad #RuralOdisha #Education #StudentSafety #InfrastructureIssue #Development #OdishaNews #SambalpurNews #JamanakiraNews #GroundReport #LocalNews #BreakingNews #rabinarayannaik #cmoodisha
Govindpur, Sambalpur | Sep 17, 2026