ଏକ ଭିଡିଓ ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଛି ଯାହାକୁ ନେଇ ପୋଲିସ ପ୍ରତି ଲୋକଙ୍କ ଭୟ ନ ଥିବା କିମ୍ବା ପୋଲିସ କୁ ଖାତିର କରୁ ନଥିବା ଭଳି ମନେ ହେଉଛି ।ଭିଡିଓ ଟିରେ କିଛି ଯୁବକ ଜଣେ ଯୁବକ କୁ ଘେରି ଥିବା ବେଳେ କିଛି ଯୁବକ ସେହି ଯୁବକ ଙ୍କ ହାତ ଓ ଗୋଡ଼ କୁ ଟାଣି ଧରିଥିବା ବେଳେ ଆଉ କିଛି ଯୁବକ ପିଟି ଚାଲିଥିବା ଦେଖା ଯାଉଛି ।.
ଏପରି ଘଟଣା କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଂଚଳ ରେ
Surajtv Kanak Vardhan Singh Deo CMO Odisha BJD KALAHANDI Malvika Devi PMO India Odisha police👮 #kesinga #bhawanipatna #kalahandi
Baleshwar Sadar, Balasore | Oct 3, 2026