Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Aap
Indore
Bareilly
Nda
School

ଜୟପୁର: ଗଂଜେଇ ଚାଲାଣ ବେଳେ ବୈପାରୀଗୁଡା ଅବକାରୀ ଥାନାର ଚଢ଼ାଉ, ଜଣେ ଗିରଫ, ଜୟପୁର ଜେଲ ନିକଟରେ ସୂଚନା ଦେଲେ ଥାନା ଅଧିକାରୀ

Jeypore, Koraput | Dec 1, 2025
ଗଂଜେଇ ଚାଲାଣ ମାମଲା ରେ ଅଭିଯୁକ୍ତ କୁ ଗିରଫ କଲା ବୈପାରୀଗୁଡା ଅବକାରୀ ବିଭାଗ l ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଚାଲାଣ କାରିକୁ ଗିରଫ କରିଛି l ଏନେଇ ବୈପାରୀଗୁଡା ଅବକାରୀ ଥାନା ଅଧିକାରୀ ଆଜି ରାତ୍ର 9ଟା 30 ମିନିଟ ସମୟରେ ଜୟପୁର ଜେଲ ନିକଟରେ ଗଣ ମାଧ୍ୟ୍ୟମ କୁ ସୂଚନା ଦେଇ ଛନ୍ତି l