Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ହିଞ୍ଜିଳିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ଚିକିଟି ବିଧାୟକ

Chikiti, Ganjam | Nov 29, 2025
ଚିକିଟି ବ୍ଲକ ଅନ୍ତର୍ଗତ ହିଞ୍ଜିଳିଗାଁ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ। ଆଜି ଅପରାହ୍ନ ସାଢେ଼ ଗୋଟାଏ ରେ ସ୍କୁଲକୁ ଗସ୍ତକରି ସୁବିଧା ଅସୁବିଧା ବୁଝିଲେ ବିଧାୟକ । ପରେ ଛାତ୍ର ଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ବିଧାୟକ।

MORE NEWS

No related stories for this location.