Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଜୁନାଗଡ: ଗୋଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି ହେଲେ ନଉକେଶ୍ୱର ଅଞ୍ଚଳରେ ଶୁବେଛl ର ସୁଅ

Junagarh, Kalahandi | Jan 18, 2026
ଗତକାଲି 17ତାରିଖ ରାତ୍ରି 8ଟାରେ ରାଜ୍ୟ କଂଗ୍ରେସ ର ବିଭିନ୍ନ ବ୍ଲକ ର ସଭାପତି ଚୟନ ହୋଇଥିବା ବେଳେ ଗୋଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ନଉକିଶ୍ୱର ପଟେଲ ମନନୀତ ହେଲା ପରେ ଆଜି 18ତାରିଖ ସକାଳ 7ଟାରେ ଗୋଲାମୁଣ୍ଡା ଅଞ୍ଚଳରେ ସୂବେଚ୍ଛା ର ସୁଅ ଛୁଟୁଛି ସେ ଦ୍ୱତୀୟ ଥର ଗୋଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ମନୋନୀତ ହୋଇଛନ୍ତି ତେବେ ସେ ସିନାପାଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାବେ କାର୍ଯ୍ୟ କଟିଆସୁଥିବା ବେଳେ ଅଞ୍ଚଳରେ ବହୁ ଦିନ ହେବ କଂଗ୍ରେସ ଦଳରେ ଥାଇ ଲୋକଙ୍କ ସେବା କରୁଥିଲେ ତେବେ ସେ ସଭାପତି ହେବାପରେ ଅଞ୍ଚଳରେ ଶୁବେଛl ର ସୁଅ ଛୁଟୁଛି