ରାୟଗଡା: ଦେବଗିରି ସ୍ଥିତ କ୍ରାନ୍ତିକାରୀ ଆଶ୍ରମ ଠାରେ ଏକ କୋଟି ସୁନ୍ଦରାକାଣ୍ଡ ପାରାୟଣ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କ୍ରାନ୍ତି ବାବାଙ୍କ ପ୍ରତିକ୍ରିୟା
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଦେବଗିରି ସ୍ଥିତ କ୍ରାନ୍ତିକାରୀ ଆଶ୍ରମ ଠାରେ ଏକ କୋଟି ସୁନ୍ଦରାକାଣ୍ଡ ପାରାୟଣ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କ୍ରାନ୍ତି ବାବା ପ୍ରତିକ୍ରିୟା ରଖିଛନ୍ତି