Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota
mini02
ମାଲକାନଗିରି: ସିସିଟିଭି ନଜରରେ ପରୀକ୍ଷାର୍ଥୀ, ମାଲକାନଗିରିରେ ମୁତୟନ ହେଲେ ଦେଢ଼ ପ୍ଲାଟୁନ୍ ପୋଲିସ ଫୋର୍ସ ନେଇ ପ୍ରତିକ୍ରିୟା
Malkangiri, Malkangiri
| Jun 21, 2026
MORE NEWS
ମଦ ଦୋକାନ ହଟାଅ: ଜନବସତି, ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ନିକଟରେ ଥିବା ମଦ ଦୋକାନଗୁଡ଼ିକ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବାକୁ ଜିଲ୍ଲା କଂଗ୍ରେସ ଦାବି କରିଛି। #MalkangiriNews
Malkangiri, Malkangiri | Jun 21, 2026
ମାଲକାନଗିରି ମାଟିର ଗର୍ବ ତଥା ଦେଶକୁ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଦେଇଥିବା ପ୍ରସିଦ୍ଧ ତୀରନ୍ଦାଜ (Archery Player) ଏବଂ ସଫଳ କୋଚ୍ ରାଜେଶ ହାସଦାକ୍ ଆଉ ଆମ ଗହଣରେ ନାହାନ୍ତି। ତାଙ୍କର ପରଲୋକରେ ସମଗ୍ର ଜିଲ୍ଲା ତଥା ରାଜ୍ୟ କ୍ରୀଡ଼ା ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି। #Malkangiri #RajeshHasdak #ArcheryChampion #OdishaSports #DailyMalkangiri #MalkangiriNews #RipChampion
Malkangiri, Malkangiri | Jun 21, 2026
#ଚୋରଙ୍କ_ଟାର୍ଗେଟ_ରେ_ମଠ_ଓ_ମନ୍ଦିର: ଜୟପୁର ସହରରେ ବୃଦ୍ଧି ପାଇଛି ନାବାଳକ ଚୋର। ୪ଟି ଚୋରି ମାମଲାର ପର୍ଦ୍ଦାଫାସ, ୬ ଅଭିଯୁକ୍ତ ଗିରଫ।
Malkangiri, Malkangiri | Jun 20, 2026
ମାଲକାନଗିରି ରେ କଡ଼ା ସୁରକ୍ଷାରେ ହେବ ନିଟ ପରୀକ୍ଷା । ପ୍ରଶ୍ନ ପତ୍ର ଠୁ ଆରମ୍ଭ କରି ପିଲାଙ୍କ ପରୀକ୍ଷା ଦେବା ସ୍ଥାନରେ ଲାଗିଛି ସିସିଟିଭି । ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟରେ ହେବ ନିଟ ପରୀକ୍ଷା । ନୀଟ ପରୀକ୍ଷାକୁ ସୁଚାର ରୂପେ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରହିଛି ବ୍ୟାପକ ସୁରକ୍ଷା । ପରୀକ୍ଷାର୍ଥୀ ଠୁ ଆରମ୍ଭ କରି ଅବିଭାବକ ମାନଙ୍କ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ।
Malkangiri, Malkangiri | Jun 20, 2026
ସଡ଼କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରାସ୍ତା କଡ଼ରୁ ମଦ ଦୋକାନ ସ୍ଥାନାନ୍ତର ଦାବିରେ କଂଗ୍ରେସର ଦାବିପତ୍ର #Malkangiri #MalkangiriNews #Odisha #OdishaNews #Congress #DistrictCongress #Memorandum #LiquorShop #RoadSafety #PublicSafety #LiquorShopRelocation #CivicIssue #PublicInterest #CommunityVoice #LocalNews #BreakingNews #NewsUpdate #AdarshNewsLive #FacebookNews #IndiaNews
Malkangiri, Malkangiri | Jun 20, 2026