Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଦ୍ରକ ଗ୍ରାମାଞ୍ଚଳ: କାର ଭଦ୍ରକ ରେ ଚାଲାଣ କଟିଲା ନୟାଗଡ଼ ରୁ, ଭଦ୍ରକ କ୍ଷିତୀଶ ସାମନ୍ତ ରଖିଲେ ପ୍ରତିକ୍ରିୟା

MORE NEWS

ଭଦ୍ରକ: ଉପରମୁଣ୍ଡ ହଦଗଡ଼ ଡ୍ୟାମ୍ ରୁ ଆସୁଛି ବଢ଼ିପାଣି ସାଳନ୍ଦୀ ନଦୀରେ ବଢୁଛି ଜଳସ୍ତର, ଏପଟେ ତଳିଆ ଅଞ୍ଚଳ ଗୁଡିକରେ ପଶୁଛି ସାଳନ୍ଦୀ  ବଢ଼ି ପାଣି।
#citykhabarbhadrak

ଭଦ୍ରକ: ଉପରମୁଣ୍ଡ ହଦଗଡ଼ ଡ୍ୟାମ୍ ରୁ ଆସୁଛି ବଢ଼ିପାଣି ସାଳନ୍ଦୀ ନଦୀରେ ବଢୁଛି ଜଳସ୍ତର, ଏପଟେ ତଳିଆ ଅଞ୍ଚଳ ଗୁଡିକରେ ପଶୁଛି ସାଳନ୍ଦୀ ବଢ଼ି ପାଣି। #citykhabarbhadrak

Bhadrak Rural, Bhadrak | Jul 28, 2026

ବରପଦା ବାସୀଙ୍କ ଦୁଃଖ ଶୁଣାଇଲେ ସ୍ଥାନୀୟ ବାସିନ୍ଦା ।
ଜଳ ନିଷ୍କାସନ ବ୍ୟବସ୍ଥା ସଠିକ୍ ଭାବେ ନହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।
#StqMedia #Bhadrak #BhadrakNews #Flood #WaterLogging #Odisha #OdishaNews

ବରପଦା ବାସୀଙ୍କ ଦୁଃଖ ଶୁଣାଇଲେ ସ୍ଥାନୀୟ ବାସିନ୍ଦା । ଜଳ ନିଷ୍କାସନ ବ୍ୟବସ୍ଥା ସଠିକ୍ ଭାବେ ନହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । #StqMedia #Bhadrak #BhadrakNews #Flood #WaterLogging #Odisha #OdishaNews

Bhadrak Rural, Bhadrak | Jul 28, 2026

🌧️ ଲଗାଣ ବର୍ଷାରେ ଉବୁଟୁବୁ ଭଦ୍ରକ ଜିଲ୍ଲା! 🚨
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସମସ୍ତ ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦେଇଛନ୍ତି। 🙏
⚠️ ଆପଣଙ୍କ ଅଞ୍ଚଳର ସ୍ଥିତି କେମିତି? କମେଣ୍ଟରେ ଜଣାନ୍ତୁ।
📲 ସବୁଠୁ ଦ୍ରୁତ ଓ ବିଶ୍ୱସନୀୟ ଖବର ପାଇଁ Follow କରନ୍ତୁ RCN ODIA – ସାଧାରଣ ଲୋକଙ୍କ ସ୍ୱର।
#RCNODIA #Bhadrak #HeavyRain #OdishaRain #FloodAlert #BreakingNews #Odisha #WeatherUpdate #ViralNews #TrendingNow

🌧️ ଲଗାଣ ବର୍ଷାରେ ଉବୁଟୁବୁ ଭଦ୍ରକ ଜିଲ୍ଲା! 🚨 ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସମସ୍ତ ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦେଇଛନ୍ତି। 🙏 ⚠️ ଆପଣଙ୍କ ଅଞ୍ଚଳର ସ୍ଥିତି କେମିତି? କମେଣ୍ଟରେ ଜଣାନ୍ତୁ। 📲 ସବୁଠୁ ଦ୍ରୁତ ଓ ବିଶ୍ୱସନୀୟ ଖବର ପାଇଁ Follow କରନ୍ତୁ RCN ODIA – ସାଧାରଣ ଲୋକଙ୍କ ସ୍ୱର। #RCNODIA #Bhadrak #HeavyRain #OdishaRain #FloodAlert #BreakingNews #Odisha #WeatherUpdate #ViralNews #TrendingNow

Bhadrak Rural, Bhadrak | Jul 28, 2026

🚨 ଲଗାଣ ବର୍ଷାରେ ବୁଡ଼ିଲା ବାଲେଶ୍ୱର ସହର! 🌧️🌊
ଅବିରତ ବର୍ଷା ଯୋଗୁଁ ବାଲେଶ୍ୱରର ବିଭିନ୍ନ ଅଞ୍ଚଳ ଜଳମଗ୍ନ। ରାସ୍ତାଘାଟ, ବଜାର ଓ ଘର ଆଗରେ ପାଣି ଜମି ଲୋକଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
📍 ଆପଣଙ୍କ ଅଞ୍ଚଳର ପରିସ୍ଥିତି କେମିତି? କମେଣ୍ଟରେ ଜଣାନ୍ତୁ ଓ ଫଟୋ/ଭିଡିଓ ପଠାନ୍ତୁ।
👍 ପୋଷ୍ଟକୁ Like କରନ୍ତୁ
💬 Comment କରନ୍ତୁ
📲 Share କରି ସମସ୍ତଙ୍କୁ ସଚେତନ କରନ୍ତୁ
🔔 ଓଡ଼ିଶାର ପ୍ରତ୍ୟେକ ବଡ଼ ଖବର ପାଇଁ RCN ODIA କୁ Follow କରନ୍ତୁ।
#Balasore #HeavyRain #FloodAlert #OdishaRain #BreakingNews #RCNODIA #OdishaNews #WeatherUpdate #RainAlert #ViralNews

🚨 ଲଗାଣ ବର୍ଷାରେ ବୁଡ଼ିଲା ବାଲେଶ୍ୱର ସହର! 🌧️🌊 ଅବିରତ ବର୍ଷା ଯୋଗୁଁ ବାଲେଶ୍ୱରର ବିଭିନ୍ନ ଅଞ୍ଚଳ ଜଳମଗ୍ନ। ରାସ୍ତାଘାଟ, ବଜାର ଓ ଘର ଆଗରେ ପାଣି ଜମି ଲୋକଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। 📍 ଆପଣଙ୍କ ଅଞ୍ଚଳର ପରିସ୍ଥିତି କେମିତି? କମେଣ୍ଟରେ ଜଣାନ୍ତୁ ଓ ଫଟୋ/ଭିଡିଓ ପଠାନ୍ତୁ। 👍 ପୋଷ୍ଟକୁ Like କରନ୍ତୁ 💬 Comment କରନ୍ତୁ 📲 Share କରି ସମସ୍ତଙ୍କୁ ସଚେତନ କରନ୍ତୁ 🔔 ଓଡ଼ିଶାର ପ୍ରତ୍ୟେକ ବଡ଼ ଖବର ପାଇଁ RCN ODIA କୁ Follow କରନ୍ତୁ। #Balasore #HeavyRain #FloodAlert #OdishaRain #BreakingNews #RCNODIA #OdishaNews #WeatherUpdate #RainAlert #ViralNews

Bhadrak Rural, Bhadrak | Jul 28, 2026

🙏 ମହାପ୍ରଭୁ ନୀଳାଦ୍ରିବିଜେ ସମ୍ପନ୍ନ କରି ରତ୍ନ ସିଂହାସନରେ ବିରାଜମାନ। 🙌

ଆସନ୍ତୁ, ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ କରି ନିଜ ଜୀବନକୁ ସାର୍ଥକ କରିବା। 🌼

ଜୟ ଜଗନ୍ନାଥ! ❤️

📢 ଏହି ପବିତ୍ର ବାର୍ତ୍ତାକୁ ସମସ୍ତଙ୍କ ପାଖକୁ ପହଞ୍ଚାଇବା ପାଇଁ Like ❤️ | Share 🔁 | Comment ରେ ଲେଖନ୍ତୁ — "ଜୟ ଜଗନ୍ନାଥ" 🙏

#JaiJagannath #NiladriBije #Jagannath #Puri #Odisha #RCNODIA #BreakingNews #Spiritual #Trending #Viral

🙏 ମହାପ୍ରଭୁ ନୀଳାଦ୍ରିବିଜେ ସମ୍ପନ୍ନ କରି ରତ୍ନ ସିଂହାସନରେ ବିରାଜମାନ। 🙌 ଆସନ୍ତୁ, ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ କରି ନିଜ ଜୀବନକୁ ସାର୍ଥକ କରିବା। 🌼 ଜୟ ଜଗନ୍ନାଥ! ❤️ 📢 ଏହି ପବିତ୍ର ବାର୍ତ୍ତାକୁ ସମସ୍ତଙ୍କ ପାଖକୁ ପହଞ୍ଚାଇବା ପାଇଁ Like ❤️ | Share 🔁 | Comment ରେ ଲେଖନ୍ତୁ — "ଜୟ ଜଗନ୍ନାଥ" 🙏 #JaiJagannath #NiladriBije #Jagannath #Puri #Odisha #RCNODIA #BreakingNews #Spiritual #Trending #Viral

Bhadrak Rural, Bhadrak | Jul 28, 2026