🔥 “ଯାହା ପ୍ରତିଶ୍ରୁତି ଦେଇଛୁ, ନିଶ୍ଚୟ ପାଳନ କରିବୁ!” 💥
ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର BCJD ଉପସଭାପତି ଅନିତା ଜେନାଙ୍କ ବଡ଼ ବୟାନ! 🎤🔥
ଛାତ୍ରଛାତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଦୃଢ଼ ସଂକଳ୍ପ! 💪 ଏବେ ସମସ୍ତଙ୍କ ନଜର—ପ୍ରତିଶ୍ରୁତି କେତେଦୂର ପୂରଣ ହେଉଛି? 👀
💬 ଆପଣଙ୍କ ମତରେ, ଛାତ୍ରଛାତ୍ରୀଙ୍କ ସ୍ୱର ହୋଇପାରିବ କି BCJD? କମେଣ୍ଟରେ ନିଜ ମତ ଜଣାନ୍ତୁ।
📲 ଖବରଟି ଭଲ ଲାଗିଲେ LIKE 👍 SHARE 🔄 କରନ୍ତୁ ଏବଂ ଏଭଳି ଖବର ପାଇଁ RCN ODIA ପେଜ୍କୁ FOLLOW କରନ୍ତୁ।
#RCNOdia #BhadrakCollege #BCJD #AnitaJena #StudentPolitics #OdishaNews #CollegeElection #ସାଧାରଣଲୋକଙ୍କସ୍ୱର