Public App Logo
Jansamasya
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Farrukhabad
Mirzapur
Rain
Tikamgarh
Prayagraj
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
Kedarnath
Weather
Rahul
Indianews
���ंगाल
New_delhi
Akhileshyadav

ନର୍ଲା: ନର୍ଲା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ ତ୍ୱରାନ୍ୱିତ ପାଇଁ ଏକ ପ୍ରତନିଧି ମଣ୍ଡଳ ଜିଲ୍ଲାପାଳ ଓ ସ୍ଵାସ୍ଥ୍ୟ ଅଧିକାରୀ ଙ୍କୁ ଦାବିପତ୍ର

Narala, Kalahandi | Jan 13, 2026
ଆଜି ମଙ୍ଗଳବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ନର୍ଲା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ବିଳମ୍ୱ ହେବାଦ୍ବାରା ନର୍ଲା ଅଂଚଳର ସଧାରଣ ଲୋକେ ପ୍ରତିବାଦ କରିଥିଲେ ତୁରନ୍ତ ସମାଧାନ ନର୍ଲା ଅଞ୍ଚଳର ଏକ ପ୍ରତନିଧି ମଣ୍ଡଳ କଳାହାଣ୍ଡି ଗ୍ରସ୍ତ କରି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ସାକ୍ଷାତ୍ କରି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ
ନର୍ଲା: ନର୍ଲା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ ତ୍ୱରାନ୍ୱିତ ପାଇଁ ଏକ ପ୍ରତନିଧି ମଣ୍ଡଳ ଜିଲ୍ଲାପାଳ ଓ ସ୍ଵାସ୍ଥ୍ୟ ଅଧିକାରୀ ଙ୍କୁ ଦାବିପତ୍ର - Narala News