Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଡୁଙ୍ଗୁରିପାଲି: ବାଦ୍ୟନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନାର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ସୂଚନା ଅନୁସାରେ ଆଜି ପୂର୍ବାହ୍ନ 11 ଘଣ୍ଟା ସମୟରେ,ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ହରଡ଼ଖୋଲ ପଂଚାୟତ ର ବୈଦ୍ୟନାଥ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା ଉତ୍ତରଦାୟିତ୍ୱ ଓ ସ୍ୱଛତା ସମିତି ତଥା ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ସମଗ୍ର ଶିକ୍ଷା ଯୋଜନାର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l ବୈଠକରେ ବିଗତ ଏକ ବର୍ଷ ମଧ୍ୟରେ ସମଗ୍ର ଶିକ୍ଷାର ଅନୁଦାନରେ ହୋଇଥିବା ଖର୍ଚ୍ଚ, କେଶ ବହି, ଭାଉଚର, ରେକର୍ଡ, ରେଜିଷ୍ଟର ଗୁଡିକୁ ଯାଞ୍ଚ କରାଯାଇଥିଲା