Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ଗୋବିନ୍ଦପୁର: ବାମରା ସ୍ଥିତ ସିସଲଫାର୍ମ ପଡ଼ାରେ ବିଷାକ୍ତ କରେତ ସାପ କାମୁଡ଼ାରେ ଜଣେ ମହିଳା ଗୁରୁତର

Govindpur, Sambalpur | Sep 13, 2025
ବାମରା ସ୍ଥିତ ସିସଲଫାର୍ମ ପଡ଼ାରେ ବିଷାକ୍ତ କରେତ ସାପ କାମୁଡ଼ାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସୁନ୍ଦରଗଡ଼ କୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ ବାମରା ସିସଲଫାର୍ମ ପଡ଼ାର ଏମଡି ଦାନିଶଙ୍କ ସ୍ତ୍ରୀ ଲିସା ପର୍ବିନ ଶନିବାର ରାତିରେ ଘରେ ଥିବା ବେଳେ ତାଙ୍କ ଗୋଡ଼ରେ ଏକ ବିଷାକ୍ତ କରେତ ସାପ କାମୁଡି ଦେଇଥିଲା। ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ରୁ ରାତି ୧୧ ଟା ସମୟରେ ତାଙ୍କୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି।

MORE NEWS