Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

#ଭଦ୍ରକ_ସହର_ସୌନ୍ଦର୍ଯ୍ୟକରଣ_ପାଇଁ_୬ଟି_ପ୍ରକଳ୍ପର_ଶୁଭ_ଶିଳାନ୍ୟାସ ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଆଉ ଏକ ପଦକ୍ଷେପ; ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ହସ୍ତରେ ଭିତ୍ତିପ୍ରସ୍ତର ସ୍ଥାପନ ଭଦ୍ରକ ସହରକୁ ଏକ ସ୍ୱଚ୍ଛ, ସୁନ୍ଦର, ଆଧୁନିକ ସହରରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। #Latastnews #odishanews #breakingnews #pabitranews #Chandbali #bhadrak

MORE NEWS

#ଦନ୍ତା_ହାତୀ_ଆକ୍ରମଣରେ_ମହିଳା_ଗୁରୁତର 
କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ବଡ଼ଗାଁ ଗ୍ରାମ ପଞ୍ଚାୟତ ହଳଦିଆପୋଷି  ଗ୍ରାମ ରେ ବିଳମ୍ବିତ ରାତି ରେ ଗୋଠ ଛଡା ଦନ୍ତା ହାତୀ ଆକ୍ରମଣ ରେ ମହିଳା ଗୁରୁତର, କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି |
#pabitranewsodishalive #pabitranews #latastnewsupdate #Mayurbhanj #KARANJIA

#ଦନ୍ତା_ହାତୀ_ଆକ୍ରମଣରେ_ମହିଳା_ଗୁରୁତର କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ବଡ଼ଗାଁ ଗ୍ରାମ ପଞ୍ଚାୟତ ହଳଦିଆପୋଷି ଗ୍ରାମ ରେ ବିଳମ୍ବିତ ରାତି ରେ ଗୋଠ ଛଡା ଦନ୍ତା ହାତୀ ଆକ୍ରମଣ ରେ ମହିଳା ଗୁରୁତର, କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି | #pabitranewsodishalive #pabitranews #latastnewsupdate #Mayurbhanj #KARANJIA

Kendujhar Town, Kendujhar | Jul 12, 2026

#ଚୋରା_ପିରତି_ପଡ଼ିଲା_ମହଙ୍ଗା 
ଖାକିରେ କଳଙ୍କ। ଚୋରା ପୀରତି କରି ହରଡ଼ଘଣାରେ ପୋଲିସ୍ ଏଏସ୍ଆଇ। ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରେ ପଶିଥିବା ବେଳେ ଧରିଲେ ପରିବାର ଓ ସ୍ଥାନୀୟ ଲୋକ। ପରେ ସଂପୃକ୍ତ ପୁଲିସ ବାବଙ୍କୁ ଉତ୍ତମମଧ୍ୟମ ଦେଇଥିବା ଜଣାପଡିଛି। ଏଭଳି ଘଟଣା ରଣପୁର ଥାନା ଅଞ୍ଚଳରେ ଘଟିଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
#pabitranewsodisha #latastnewsupdate #pabitranewsodishalive

#ଚୋରା_ପିରତି_ପଡ଼ିଲା_ମହଙ୍ଗା ଖାକିରେ କଳଙ୍କ। ଚୋରା ପୀରତି କରି ହରଡ଼ଘଣାରେ ପୋଲିସ୍ ଏଏସ୍ଆଇ। ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରେ ପଶିଥିବା ବେଳେ ଧରିଲେ ପରିବାର ଓ ସ୍ଥାନୀୟ ଲୋକ। ପରେ ସଂପୃକ୍ତ ପୁଲିସ ବାବଙ୍କୁ ଉତ୍ତମମଧ୍ୟମ ଦେଇଥିବା ଜଣାପଡିଛି। ଏଭଳି ଘଟଣା ରଣପୁର ଥାନା ଅଞ୍ଚଳରେ ଘଟିଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। #pabitranewsodisha #latastnewsupdate #pabitranewsodishalive

Kendujhar Town, Kendujhar | Jul 12, 2026

#ସମଣାରୁ_ଉଠୁନି_ବାଲି
#ସରକାରଙ୍କୁ_ମିଛରେ_ବଦନାମ_କରୁଛନ୍ତି_କୁଚକ୍ରୀ,
କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ସମଣା ବାଲି ଘାଟରୁ ବାଲି ଉଠୁ ନଥିବା ବେଳେ କିଛି କୁଚକ୍ରୀ ମୁଖ୍ୟମନ୍ତ୍ରୀ ଓ ଆମ ଗାଁକୁ ମିଛରେ ବଦନାମ କରୁଛନ୍ତି ବୋଲି ସମଣା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। 
#pabitranews #OdishaNews #BreakingNews #latastnews #latastnewsupdate #pabitranewsodishalive

#ସମଣାରୁ_ଉଠୁନି_ବାଲି #ସରକାରଙ୍କୁ_ମିଛରେ_ବଦନାମ_କରୁଛନ୍ତି_କୁଚକ୍ରୀ, କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ସମଣା ବାଲି ଘାଟରୁ ବାଲି ଉଠୁ ନଥିବା ବେଳେ କିଛି କୁଚକ୍ରୀ ମୁଖ୍ୟମନ୍ତ୍ରୀ ଓ ଆମ ଗାଁକୁ ମିଛରେ ବଦନାମ କରୁଛନ୍ତି ବୋଲି ସମଣା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। #pabitranews #OdishaNews #BreakingNews #latastnews #latastnewsupdate #pabitranewsodishalive

Kendujhar Town, Kendujhar | Jul 11, 2026