ପୁରୀ: ମଧୁବନରେ ଜଳିଗଲା ବ୍ୟାଟେରୀ କାର ଓ ସ୍କୁଟି, ବଡ଼ ଅଘଟଣରୁ ରକ୍ଷା
Puri, Puri | Oct 23, 2026
ମଧୁବନ ପ୍ରଥମ ଲେନରେ ଆଜି ଏକ ବ୍ୟାଟେରୀ କାରରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ଏକ ସ୍କୁଟି ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଛି। ଘଟଣା ସମୟରେ କେହି ନଥିବାରୁ ବଡ଼ ବିପଦ ଟଳିଯାଇଛି।