କେନ୍ଦ୍ରାପଡା: ଆଳି: ସହିରା ପଞ୍ଚାୟତରେ ୫୦ରୁ ଅଧିକ ପରିବାର ବିଜେପିରେ ସାମିଲ
ଆଳି ବ୍ଲକ୍ ସହିରା ପଞ୍ଚାୟତରେ କଂଗ୍ରେସ ଓ ବିଜେଡି ଛାଡ଼ି ୫୦ରୁ ଉର୍ଦ୍ଧ୍ୱ ପରିବାର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ନୀତିରେ ପ୍ରଭାବିତ ହୋଇ ଏହି ଯୋଗଦାନ ବୋଲି ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା କହିଛନ୍ତି।