ବୌଦ୍ଧ ସଦର: ଜିଲ୍ଲା ଡାକ୍ତରଖାନାର ପଂଜିକରଣ କାଉଁଣ୍ଟରରେ ଅନିୟମିତତା ଅଭିଯୋଗ କରି ପ୍ରତିକ୍ରିୟା ଦେଲେ ରୋଗୀ ସହାୟକ
ସୋମବାର ଦିନ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପଂଜିକରଣ କାଉଣ୍ଟରରେ ଜଣେ ଜଣେ ବ୍ୟକ୍ତିଙ୍କୁ 4/5 ଟି ଲେଖାଏଁ ଆଉଟ ଡୋର ପଂଜିକରଣ ଟିକଟ ଦେଉଥିବା ବେଳେ ଦୀର୍ଘ ସମୟ ଧରି ରୋଗୀ କିମ୍ବା ରୋଗୀ ସହାୟକ ଓ ବରିଷ୍ଠ ନାଗରିକ ଲମ୍ବା ଲାଇନରେ ଛିଡା ହୋଇ ଅପେକ୍ଷା କରୁଥିବା ଅଭିଯୋଗ କରି ପ୍ରତିକ୍ରିୟା ଦେଇଛନ୍ତି l