Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ନର୍ଲା: ନର୍ଲା ଥାନା ଅଞ୍ଚଳର ଜଣେ ମଦ୍ୟପ ଯୁବକ ସ୍ଥାନୀୟ ଗ୍ରାମର ପରିବାର ସଦସ୍ୟା ଙ୍କୁ ଟାଙ୍ଗୀ ଟଙ୍ଗିଆ ଦ୍ଵାରା ଆକ୍ରମଣ ଉଦ୍ୟମ ଘଟଣା ଥାନାରେ ଅଭିଯୋଗ

Narala, Kalahandi | Nov 27, 2025
ଗତ କାଲି ନର୍ଲା ଥାନା ଅଞ୍ଚଳର ଜଣେ ମଦ୍ୟପ ଯୁବକ ସ୍ଥାନୀୟ ଗ୍ରାମର ଏକ ପରିବାର ର ସମସ୍ତ ସଦସ୍ୟ ସଦସ୍ୟ ମାନଙ୍କୁ ଆକ୍ରୋଶ ମୂଳକ ଭାବରେ ଟାଙ୍ଗୀ ଓ ଟଙ୍ଗିଆ ଧରି ଜୀବନ ରେ ମାରିଦେବା ପାଇଁ ଦୌଡ଼ାଇ ଥିଲା ଏ ନେଇ ଆଜି ଗୁରୁବାର ଦିନ ଅପରାହ୍ନ ତିନିଟା ସମୟରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ
ନର୍ଲା: ନର୍ଲା ଥାନା ଅଞ୍ଚଳର ଜଣେ ମଦ୍ୟପ ଯୁବକ ସ୍ଥାନୀୟ ଗ୍ରାମର ପରିବାର ସଦସ୍ୟା ଙ୍କୁ ଟାଙ୍ଗୀ ଟଙ୍ଗିଆ ଦ୍ଵାରା ଆକ୍ରମଣ ଉଦ୍ୟମ ଘଟଣା ଥାନାରେ ଅଭିଯୋଗ - Narala News