Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

ପୋଲସରା: ବର୍ତ୍ତିନି ମହାବିଦ୍ୟାଳୟ ଠାରେ ରାଜ୍ୟ ସ୍ଥରୀୟ ୧୯ ବର୍ଷରୁ କମ ବାଳିକା ବିଭାଗର ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ

Polasara, Ganjam | Dec 3, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବର୍ତ୍ତିନି ସ୍ଥିତ ମହାବିଦ୍ୟାଳୟ ଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଆନୁକୂଲ୍ୟରେ ରାଜ୍ୟ ସ୍ଥରୀୟ ୧୯ ବର୍ଷରୁ କମ ବାଳିକା ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତା ରେ ଯାଜପୁର ରୋଡ଼ ଇନ୍ଦିରାଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳିକା ଦଳକୁ ପରାସ୍ତ କରି ଗଞ୍ଜାମ ଜିଲ୍ଲାର ଖେମୁଣ୍ଡି କଲେଜ ଚମ୍ପିୟାନ ହୋଇଛି । ଦୁଇଦିନ ଧରି ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ଜୋନ ସ୍ତରୀୟ ପ୍ରତିଯୋଗିତାରୁ ଉନ୍ନୀତ ହୋଇ 12 ଟି ଦଳ ରାଜ୍ୟ ସ୍ତରୀୟ ଫାଇନାଲ ଖେଳିବା ପାଇଁ ଉନ୍ନୀତ ହୋଇଛନ୍ତି ।