କଟକ ପୌରାଞ୍ଚଳ: ବାଲିସାହି ବସ୍ତିରେ ରେଜ ଫାଉଣ୍ଡେସନର ମସ୍ତି କି ପାଠଶାଳା, ସାମିଲ ହେଲେ କର୍ପୋରେଟର
ବାଲିସାହି ବସ୍ତିର ପିଲାଙ୍କ ପାଇଁ ରେଜ ଫାଉଣ୍ଡେସନର ଶିକ୍ଷାଦାନ କାର୍ଯ୍ୟକ୍ରମକୁ ଏକ ବର୍ଷ ପୂରିଛି। ଏହି ଅବସରରେ ଆୟୋଜିତ ମସ୍ତି କି ପାଠଶାଳାରେ ପିଲାମାନଙ୍କ ପ୍ରତିଭା ପ୍ରଦର୍ଶନୀ ସହ କର୍ପୋରେଟର ଶୁଭାଶିଷ ପଟ୍ଟନାୟକ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଛନ୍ତି।