Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ସୁକିନ୍ଦା: ଶ୍ରମିକ ସଂଘ ଉପସଭାପତିଙ୍କୁ କମ୍ପାନୀ ଅଧିକାରୀଙ୍କ ଧମକ, କଳିଙ୍ଗନଗର ଥାନାରେ ଅଭିଯୋଗ

Sukinda, Jajpur | Nov 2, 2025
କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ନୀଳାଚଳ ଇସ୍ପାତ ନିଗମର କର୍ମଚାରୀ ତଥା କଳିଙ୍ଗନଗର ଶ୍ରମିକ ସଂଘର ଉପସଭାପତିର ମହିରାମ ପୂର୍ତ୍ତିଙ୍କୁ କମ୍ପାନୀ ଅଧିକାରୀଙ୍କ ଧମକ ଦେଇଥିବା ନେଇ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ରବିବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି ।ମହିରାମ୍ ନିଜର ଓ ନିଜ ସହକର୍ମୀଙ୍କ ଚାକରି ଜନିତ ସମସ୍ୟା ନେଇ ଗତ ଦୁଇ ବର୍ଷ ଧରି ବାରମ୍ବାର କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବାଧ୍ୟ ହୋଇ ସେମାନେ କୋର୍ଟ ଦ୍ବାରସ୍ଥ ହୋଇଥିଲେ।
ସୁକିନ୍ଦା: ଶ୍ରମିକ ସଂଘ ଉପସଭାପତିଙ୍କୁ କମ୍ପାନୀ ଅଧିକାରୀଙ୍କ ଧମକ, କଳିଙ୍ଗନଗର ଥାନାରେ ଅଭିଯୋଗ - Sukinda News