କଳାହାଣ୍ଡି: ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ସମ୍ପନ୍ନ: ମନ୍ଦିରରେ ପହଞ୍ଚିଲେ ମାଁ
Kalahandi, Kalahandi | Oct 19, 2026
କଳାହାଣ୍ଡିର ପ୍ରସିଦ୍ଧ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ସୋମବାର ସମ୍ପନ୍ନ ହୋଇଛି। ଯୁବରାଜ ଅଦ୍ୱୈତ ପ୍ରତାପ ସିଂହଦେଓ ମାଁଙ୍କ ଛତରକୁ ସ୍ୱାଗତ କରି ପୂଜାର୍ଚ୍ଚନା କରିଛନ୍ତି। ଏହି ପର୍ବରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।