Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଖଲ୍ଲିକୋଟ୍: ମଥୁରା ନିକଟରେ ଖଣି ବିଭାଗ, ରାଜସ୍ବ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ; ଗୋଟିଏ ବାଲି ବୋଝେଇ ହାଇୱା ଗାଡ଼ି ଜବତ

Khalikote, Ganjam | Dec 2, 2025
ଆସିକା ପଟୁ ଏକ ବାଲି ବୋଝେଇ ହାଇୱା ଗାଡ଼ି ଖଲ୍ଲିକୋଟ ଅଭିମୁଖେ ଆସୁ ଥିବା ଖବର ପାଇ ଖଣି ବିଭାଗ, ଖଲ୍ଲିକୋଟ ତହସିଲଦାର ଡି ମାଲେଶ୍ୱର୍ ପାତ୍ର, ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ପୁରା ଟିମ୍ ସହ ମିଳିତ ଭାବେ ଆଜି ଭୋର ସମୟରେ ମଥୁରା ନିକଟରେ ଚଢ଼ାଉ କରି ଗୋଟିଏ ବାଲି ବୋଝେଇ ହାଇୱା ଗାଡ଼ି ଜବତ କରିବାରେ ସଫଳ ହୋଇଛନ୍ତି । ତେବେ ଆଜି ଅପରାହ୍ନ ୪ ଟା ସମୟରେ ଖଲ୍ଲିକୋଟ ଥାନାରେ ବାଲି ବୋଝେଇ ହାଇୱା ଗାଡ଼ି ଟି ଅଟକ ଥିବା ଦେଖିବାକୁ ମିଳିଛି ।
ଖଲ୍ଲିକୋଟ୍: ମଥୁରା ନିକଟରେ ଖଣି ବିଭାଗ, ରାଜସ୍ବ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ; ଗୋଟିଏ ବାଲି ବୋଝେଇ ହାଇୱା ଗାଡ଼ି ଜବତ - Khalikote News