ଭୋଗରାଇ: ଉଦୟପୁର ସୀମାରେ ଜବତ ହେଲା 20ରୁ ଅଧିକ ବାଲି ବୋଝେଇ ହାଇୱା
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଉଦୟପୁର ବୋର୍ଡରରେ ଭୋଗରାଇ ଓ କମର୍ଦା ପୋଲିସ ୨୦ରୁ ଅଧିକ ବାଲି ବୋଝେଇ ହାଇୱା ଜବତ କରିଛି। ଜିଲ୍ଲାପାଳଙ୍କ ତାଗିଦ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ପୂର୍ବରୁ ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ ଉଠିଛି।