Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଜୁନାଗଡ: ଆସନ୍ତା କାଲି ବୃନ୍ଦାବlହାଲ ପଞ୍ଚାୟତ ରେ ପଞ୍ଚାୟତ ସ୍ଥରୀୟ ଜନଶୁଣାଣୀ ନେଇ ବ୍ଲକ ପ୍ରଶାସନ ର ସୂଚନା ଜାରି

Junagarh, Kalahandi | Jan 18, 2026
ଆସନ୍ତା କାଲି ବୃନ୍ଦାବlହାଲ ପଞ୍ଚାୟତ ରେ ଜନଶୁଣାଣୀ ନେଇ ବ୍ଲକ ପ୍ରଶାସନ ର ସୂଚନା ଜାରି ଆଜି ସନ୍ଧ୍ୟା 7ଟାରେ ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ଦ୍ଵାରା ଏକ ସୂଚନା ଜାରିକରାଯାଇଛି ଯେ ଆସନ୍ତା କାଲି ସକାଳ 10ଟାରୁ ବୃନ୍ଦାବlହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ଠାରେ ପଞ୍ଚାୟତ ସ୍ଥରୀୟ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ନେଇ ବ୍ଲକ ପ୍ରଶାସନ ତରଫରୁ ସୂଚନା ଜାରି କରାଯାଇଛି
ଜୁନାଗଡ: ଆସନ୍ତା କାଲି ବୃନ୍ଦାବlହାଲ ପଞ୍ଚାୟତ ରେ ପଞ୍ଚାୟତ ସ୍ଥରୀୟ ଜନଶୁଣାଣୀ ନେଇ ବ୍ଲକ ପ୍ରଶାସନ ର ସୂଚନା ଜାରି - Junagarh News