ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଓଡିଶାରୁ ବାଂଲାଦେଶୀ ବିଦା ହେବା ପ୍ରସଙ୍ଗ, କେଶରୀନଗର ସ୍ଥିତ ବାସଭଵନରେ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର
ଭୋଟ ବ୍ୟାଙ୍କ ଆଧାରରେ ବିଜେଡ଼ି ସରକାର ତିଆର କରେ ଓଡିଶାରେ ବାଂଲାଦେଶୀ ମୁସଲିମ ପୁର୍ଣ ହୋଇଗଲାଣି | ବାଂଲାଦେଶରେ ଅପରାଧ କରି ଆମ ଓଡିଶାକୁ ଆସୁଛନ୍ତି | ଏମାନଙ୍କୁ ଚି଼ହ୍ନଟ କରି ବାହାର କରିବାର ଆବଶ୍ୟକତା ରହିଛି | ଏମାନଙ୍କୁ ବାହାର ନ କଲେ ଆମେ ଆସାମ ଭଳି ସଂଖ୍ୟା ଲଘୁ ରାଜ୍ୟରେ ପରିଣତ ହେବୁ | ବାଂଲାଦେଶୀ ଏବଂ ରୋହିଜ୍ଞାଙ୍କୁ ଓଡିଶା ନୁହେଁ ଭାରତରୁ ବାହାର କରାଯାଉ | ଆଧାର କାର୍ଡ ଓଡିଶା ଏବଂ ପଶ୍ଚିମ ବଙ୍ଗ ସରକାର କରୁଛନ୍ତି | ଭୋଟ ବ୍ୟାଙ୍କ ଆଧାରରେ ବିଜେଡ଼ି ସରକାର ତିଆରି କରିଥିଲେ | ପ୍ରସନ୍ନ ବାବୁ କାହିଁକି ଭୁଲିଛନ୍ତି | ମହୁଆ ମୋଇତ୍ର ଓଡିଶାର ନୂଆ ନୂଆ ବୋହୁ ହୋଇଛନ୍ତି,