କଳାହାଣ୍ଡି: ତାଲଗୁଡ଼ ମା’ ଡୋକରି ପୀଠରେ ମହାଷ୍ଟମୀ ପୂଜା: ମଧ୍ୟରାତ୍ରିରେ ହେବ ବଳିବିଧି
Kalahandi, Kalahandi | Oct 18, 2026
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ତାଲଗୁଡ଼ ମା’ ଡୋକରି ପୀଠରେ ମହାଷ୍ଟମୀ ପାଳିତ। ପାରମ୍ପରିକ ରୀତିନୀତି ଅନୁଯାୟୀ ମଧ୍ୟରାତ୍ରି ୧୨ଟାରେ ସାତ ଭଉଣୀଙ୍କ ଲାଠି ବାନେର ଆଗମନ ପରେ ବଳିବିଧି ସମ୍ପନ୍ନ ହେବ।