Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ସିମୁଳିଆ: ଖଇରା ବ୍ଲକ ପରିସର ରେ ଥିବା ଜବଦ ବାଲି ନେଉଥିବା ଟ୍ରାକ୍ଟର କୁ ଜବଦ କଲା ପୋଲିସ

Similia, Balasore | Nov 29, 2025
ଖଣି ବିଭାଗ ଓ ପୋଲିସ ଦ୍ୱାରା ଜବଦ ହୋଇଥିବା ବାଲି ନେଇଯାଉଥିବା ବେଳେ ମାଡିବସିଲା ପୋଲିସ ଟ୍ରାକ୍ଟର ଜବଦ ପୋଲିସ ର ତଦନ୍ତ ଜାରି l ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ଖଣି ବିଭାଗ ଓ ଖଇରା ପୋଲିସ ଚଢ଼ାଉ କରି ବାଲି କୁ ଜବଦ କରି ଖଇରା ବ୍ଲକ ପରିସର ରେ ରଖିଥିଲେ l ଆଜି ହଠାତ ଉକ୍ତ ବାଲି କୁ ଏକ ଟ୍ରାକ୍ଟର ରେ ଲୋଡ଼ ହେଉଥିବା ନେଇ ଖଇରା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରିଥିଲେ l ଫଳରେ ଘଟଣା ସ୍ଥଳ ରେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଟ୍ରାକ୍ଟର କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ l