ଛତ୍ରପୁର: ବ୍ରହ୍ମପୁର: ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରରେ ଆଧ୍ୟାତ୍ମିକ ଦୀପାବଳୀ ପାଳିତ
ବ୍ରହ୍ମପୁର ସ୍ଥିତ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରରେ ବ୍ରହ୍ମାକୁମାରୀସ ଶାନ୍ତିକୁଣ୍ଡ ତରଫରୁ ଦୀପାବଳୀ ଅବସରରେ ଏକ ସ୍ନେହ ମିଳନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମାଉଣ୍ଟ ଆବୁରୁ ଆସିଥିବା ଅତିଥିମାନେ ଆତ୍ମା ଜାଗରଣ ଓ ମାନସିକ ଶାନ୍ତି ଉପରେ ଗୁରୁତ୍ଵାରୋପ କରିଥିଲେ।