#ଆବାସ_ଟଙ୍କା_ଦେବେ_କହି_ଗହଣା_ଲୁଟି_ନେଲେ_ଦୁର୍ବୃତ ।
ମହିଳା ଜଣକ ଘରେ ଏକା ଥିବା ଜାଣି ସୁନା ଗହଣା ଲୁଟି ଚମ୍ପଟ୍ ମାରିଲେ ଦୁଇଜଣ ଦୁର୍ବୃତ୍ତ । ବାଇକ୍ ଯୋଗେ ଆସି ନିଜକୁ ବ୍ଲକର ଅଫିସର ପରିଚୟ ଦେଇ ଲୁଟି ନେଲେ ୨ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଇଡ଼ଦା ପଞ୍ଚାୟତ ଦେପଦା ଗ୍ରାମର ପର୍ଶୁରାମ ଦାସଙ୍କ ଘରେ ।
#gold #jewellery #Loot #BASTA #balasore
Mahima TV Ajit Kumar Sahoo Journalist Rajesh Behera Rajkishore Behera Dinabandhu Pradhan Er Kedar Dash
Basta, Balasore | Jul 31, 2026