Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

#ଆବାସ_ଟଙ୍କା_ଦେବେ_କହି_ଗହଣା_ଲୁଟି_ନେଲେ_ଦୁର୍ବୃତ । ମହିଳା ଜଣକ ଘରେ ଏକା ଥିବା ଜାଣି ସୁନା ଗହଣା ଲୁଟି ଚମ୍ପଟ୍ ମାରିଲେ ଦୁଇଜଣ ଦୁର୍ବୃତ୍ତ । ବାଇକ୍ ଯୋଗେ ଆସି ନିଜକୁ ବ୍ଲକର ଅଫିସର ପରିଚୟ ଦେଇ ଲୁଟି ନେଲେ ୨ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଇଡ଼ଦା ପଞ୍ଚାୟତ ଦେପଦା ଗ୍ରାମର ପର୍ଶୁରାମ ଦାସଙ୍କ ଘରେ ‌। #gold #jewellery #Loot #BASTA #balasore Mahima TV Ajit Kumar Sahoo Journalist Rajesh Behera Rajkishore Behera Dinabandhu Pradhan Er Kedar Dash

Basta, Balasore | Jul 31, 2026
#ଆବାସ_ଟଙ୍କା_ଦେବେ_କହି_ଗହଣା_ଲୁଟି_ନେଲେ_ଦୁର୍ବୃତ । ମହିଳା ଜଣକ ଘରେ ଏକା ଥିବା ଜାଣି ସୁନା ଗହଣା ଲୁଟି ଚମ୍ପଟ୍ ମାରିଲେ ଦୁଇଜଣ ଦୁର୍ବୃତ୍ତ । ବାଇକ୍ ଯୋଗେ ଆସି ନିଜକୁ ବ୍ଲକର ଅଫିସର ପରିଚୟ ଦେଇ ଲୁଟି ନେଲେ ୨ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଇଡ଼ଦା ପଞ୍ଚାୟତ ଦେପଦା ଗ୍ରାମର ପର୍ଶୁରାମ ଦାସଙ୍କ ଘରେ ‌। #gold #jewellery #Loot #BASTA #balasore Mahima TV Ajit Kumar Sahoo Journalist Rajesh Behera Rajkishore Behera Dinabandhu Pradhan Er Kedar Dash - Basta News