ନୂଆପଡା: ନୂଆପଡା ପତୋରା ଯୋଗେଶ୍ୱର ମନ୍ଦିର ପରିଭ୍ରମଣ କଲେ ଜିଲ୍ଲାପାଳ
ନୂଆପଡା ଜିଲ୍ଲାପାଳ ଅନ୍ୟା ଦାସ ବିଶ୍ୱ ପ୍ରସିଦ୍ଧ ପତୋରା ଯୋଗେଶ୍ୱର ମନ୍ଦିର ପରିଭ୍ରମଣ କରି ଭୋଳେ ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ସମୟରେ ସ୍ଥାନୀୟ ଜନପ୍ରତିନିଧି ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।