ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ପହିଲି କୋଠ ଭୋଗ ପାଇଁ ଆଜି ପୂର୍ବାହ୍ନ ୧୦ଟାରେ ପିପିଲି ବ୍ଲକ୍ ଅନ୍ତର୍ଗତ ଗୋବର୍ଦ୍ଧନ ପୁର ସ୍ଥିତ ଗତିଶ୍ଵରଙ୍କ ପୀଠରୁ ୩ହଜାର ୬ଶହ ନଡ଼ିଆ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଏକ ଗାଡ଼ି ଯୋଗେ ଶ୍ରୀମନ୍ଦିର ପଠାଯାଇଛି। ଘଟଣା ସ୍ଥଳରେ ନିଜ ପ୍ରତିକ୍ରିୟା ଜଗନ୍ନାଥ ପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁ।