Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
बीजेपी
भाजपा
Congress
Accident
Modi
Delhi
Viral
राजस्थान
Odisha
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Kerala
Rahulgandhi
स्कूल
Haryana
Crimenews

ପଦ୍ମପୁର: ଟେମରି ଗାଁରେ ଟିକା କରଣ ନେଲା ଅଢେଇ ମାସ ଶିଶୁ ପୁତ୍ରର ଜୀବନ,ପରିବାର ପକ୍ଷରୁ ଅଭିଯୋଗ

ଟିକା କରଣ ନେଲା ଅଢେଇ ମାସ ଶିଶୁ ପୁତ୍ରର ଜୀବନ । ଏଭଲି ଏକ ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଟେମରୀ ଗାଁ ର । ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଟେମରୀ ଗାଁ ର ମୁକେଶ ଓ ଜୟନ୍ତୀ ଭୋଇଙ୍କ ଅଢେଇ ମାସର ଶିଶୁପତ୍ରକୁ ଗତକାଲି ସରକାରଙ୍କ ତରଫରୁ ଦିଆଯାଉଥିବା ଟୀକାକରଣ କରାଯାଇଥିଲା । ଠିକାକରଣ ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଧିରେ ଧିରେ ଖରାପ ହେବାରେ ଲାଗିଲା , ସେମାନେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସ୍ଥାନୀୟ ଆଶାକର୍ମୀଙ୍କୁ କହିଥିଲେ , ହେଲେ ତାହା ଟୀକାକରଣ ଯୋଗଁ ସାଧାରଣତଃ ଜ୍ୱର ହୋଇଥାଏ ବୋଲି ଆଶାକର୍ମୀ ଜଣକ କହିଥିଲେ ।

MORE NEWS