Public App Logo
Jansamasya
News
���ुलिस
Bjp
National
Bihar
���ीजेपी
���िधायक
Congress
Modi
Delhi
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Uttarpradesh
���ादी
Crimenews
Aap
Indore
Bareilly

କଣ୍ଟାମାଳ: ଶଗଡା ଫାଣ୍ଡି ଇନଚାର୍ଜ ଭାବେ ଇନ୍ସପେକ୍ଟର ମହେନ୍ଦ୍ର ବେହେରାଙ୍କ କାର୍ଯ୍ୟଭାର ଗ୍ରହଣ

ଶନିବାର ଦିନ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡିର ଇନ୍ ଚାର୍ଜ ଭାବେ ଇନ୍ସପେକ୍ଟର ମହେନ୍ଦ୍ର ବେହେରା କାର୍ଯ୍ୟଭାର ଗ୍ରହଣ କରିଥିବା ଦେଖିବାକୁ ମିଳିଛି l ଶଗଡା ଫାଣ୍ଡି ଇନ୍ ଚାର୍ଜ ଭାବେ ପୂର୍ବରୁ କାର୍ଯ୍ୟ କରୁଥିବା ସବ୍ ଇନ୍ସପେକ୍ଟର ସୌମ୍ୟ ରଞ୍ଜନ ପାତ୍ରଙ୍କୁ ମନମୁଣ୍ଡା ଥାନାକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ବୌଦ୍ଧ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଇନ୍ସପେକ୍ଟର ମହେନ୍ଦ୍ର ବେହେରାଙ୍କୁ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ନିଯୁକ୍ତି ଦେଇଥିଲେ |