କଳାହାଣ୍ଡି: ତାଳଗୁଡ଼ ମା’ ଡୋକରୀ ପୀଠରେ ମହାଅଷ୍ଟମୀ ପୂଜା, 20 କିମି ପଦଯାତ୍ରା
Kalahandi, Kalahandi | Oct 18, 2026
କଳାହାଣ୍ଡି ଜିଲ୍ଲା ତାଳଗୁଡ଼ ମା’ ଡୋକରୀ ପୀଠରେ ପାଳିତ ହେଉଛି ମହାଅଷ୍ଟମୀ। ଏହି ଅବସରରେ ସାତ ଭଉଣୀ ଲାଠି ବାନେଠାରୁ ୨୦ କିଲୋମିଟର ପଦଯାତ୍ରା କରି ପୀଠରେ ପହଞ୍ଚିଛନ୍ତି। ମା’ଙ୍କୁ ଦର୍ଶନ କରିବା ପାଇଁ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି।