Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପାଣି ଘେରରେ ଜମତଳା ଗାଁ; ଉଜୁଡ଼ିଗଲା ଚାଷବାସ। ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବ। କୋଣାର୍କ ଖବର।

Konark, Puri | Jul 20, 2026

MORE NEWS

ବେଆଇନ୍ ଦେଶୀ ମଦ ଚାଲାଣ କରୁଥିବା ବେଳେ କାକଟପୁର ପୋଲିସ୍ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 54 ଲିଟର ମଦ ସହ କାର ଜବତ। କୋଣାର୍କ ଖବର।

ବେଆଇନ୍ ଦେଶୀ ମଦ ଚାଲାଣ କରୁଥିବା ବେଳେ କାକଟପୁର ପୋଲିସ୍ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 54 ଲିଟର ମଦ ସହ କାର ଜବତ। କୋଣାର୍କ ଖବର।

Konark, Puri | Jul 23, 2026

ପାଣି ଘେରରେ ଘର।
ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଓଟାଙ୍ଗ ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କୈକେୟୀ ସ୍ବାଇଁ ( ସ୍ଵାମୀ ସୁରେଶ ସ୍ବାଇଁ)ଙ୍କ ଘର ବୁଡି ଯାଇଥିବା ଦେଖିବାକୁ ମିଳିଛି। କାଦୁଆ ନଦୀ ନିକଟରେ ଥିବା ବେଳେ ଅଧିକ ପାଣି ଯୋଗୁ ଘର ବୁଡି ଯାଇଥିବା ସୂଚନା। ବର୍ତମାନ ସୁଧା ବ୍ଳକ କି ତହସିଲ ପ୍ରଶାସନ ପହଞ୍ଚି ନାହାଁନ୍ତି। Puri District Admin Odisha

ପାଣି ଘେରରେ ଘର। ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଓଟାଙ୍ଗ ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କୈକେୟୀ ସ୍ବାଇଁ ( ସ୍ଵାମୀ ସୁରେଶ ସ୍ବାଇଁ)ଙ୍କ ଘର ବୁଡି ଯାଇଥିବା ଦେଖିବାକୁ ମିଳିଛି। କାଦୁଆ ନଦୀ ନିକଟରେ ଥିବା ବେଳେ ଅଧିକ ପାଣି ଯୋଗୁ ଘର ବୁଡି ଯାଇଥିବା ସୂଚନା। ବର୍ତମାନ ସୁଧା ବ୍ଳକ କି ତହସିଲ ପ୍ରଶାସନ ପହଞ୍ଚି ନାହାଁନ୍ତି। Puri District Admin Odisha

Konark, Puri | Jul 18, 2026

କୋଣାର୍କରେ ବର୍ଷା ସତ୍ବେ ଗଡ଼ିଲା ତିନି ରଥ। ସନ୍ଧ୍ୟା ବେଳକୁ ପହଞ୍ଚିଲା ଗୁଣ୍ଡିଚା ମନ୍ଦିରରେ। ଏନେଇ ମତାମତ ଦେଇଛନ୍ତି ସେବକ ରାମକୃଷ୍ଣ ମହାନ୍ତି। କୋଣାର୍କ ଖବର।

କୋଣାର୍କରେ ବର୍ଷା ସତ୍ବେ ଗଡ଼ିଲା ତିନି ରଥ। ସନ୍ଧ୍ୟା ବେଳକୁ ପହଞ୍ଚିଲା ଗୁଣ୍ଡିଚା ମନ୍ଦିରରେ। ଏନେଇ ମତାମତ ଦେଇଛନ୍ତି ସେବକ ରାମକୃଷ୍ଣ ମହାନ୍ତି। କୋଣାର୍କ ଖବର।

Konark, Puri | Jul 17, 2026