ଜୟପୁର- ହାଡିୟା ପଞ୍ଚାୟତ ରେ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଠା ଭିଡ଼ିଲେ ମହିଳା। ଆଜି ଲଗାଣ ବର୍ଷା ସତ୍ତ୍ୱେ ପଞ୍ଚାୟତ ର ଶହ ଶହ ମହିଳା ଜୟପୁର ସଦର ଥାନା ରେ ପହଞ୍ଚି।ନିଜ ପଞ୍ଚାୟତ ରେ ମଦ ବିକ୍ରି କୁ ବନ୍ଦ କରିବା ନେଇ ଦାବି ପତ୍ର ଡିଛନ୍ତି।୫ଦିନ ମଧ୍ୟରେ ମଦ ବିକ୍ରି ବନ୍ଦ ନହେଲେ କୋରପୁଟ ଜିଲ୍ଲାପାଳ ଙ୍କ ପାଖକୁ ଯିବୁ ବୋଲି ସଫା ସଫା କହିଛନ୍ତି ମହିଳା ମାନେ।
Koraput Town, Koraput | Sep 22, 2026