Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଜୟପୁର: କୁନ୍ଦାରୀଗୁଡା ରାସ୍ତା ରେ ଜୟପୁର ଅବକାରୀ ଥାନାର ଚଢ଼ାଉ, ଜଣେ ଗିରଫ

Jeypore, Koraput | Jul 5, 2025
ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କୁନ୍ଦାରିଗୁଡାର ଗୋପାଳ ନାଗ । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ କୁନ୍ଦାରିଗୁଡା ସାହି ରାସ୍ତାରେ ଚଢାଉ କରି ୯ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତ କୁ ଆଜି ଅପରାହ୍ନ ୨ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ତରଫରୁ ସୁଚନା ଦିଆଯାଇଛି ।

MORE NEWS

ଜୟପୁର: କୁନ୍ଦାରୀଗୁଡା ରାସ୍ତା ରେ ଜୟପୁର ଅବକାରୀ ଥାନାର ଚଢ଼ାଉ, ଜଣେ ଗିରଫ - Jeypore News