ଛତ୍ରପୁର: ସାକ୍ଷୀଙ୍କ ସହ କଥା ହେବା ମାମଲା: ବିକ୍ରମ ପଣ୍ଡା ଓ ଜେଲ ଡାକ୍ତରଙ୍କ ବୟାନ ରେକର୍ଡ କରୁଛି ପୁଲିସ
ଜେଲରେ ସାକ୍ଷୀଙ୍କ ସହ ବାର୍ତ୍ତାଳାପ ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ତତ୍କାଳୀନ ଜେଲ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କୁ ଗୋଷାଣୀ ନୂଆଗାଁ ଥାନାରେ ପଚରାଉଚରା କରି ବୟାନ ରେକର୍ଡ କରୁଛି ପୁଲିସ।