କୁଜଙ୍ଗ: ପାରାଦୀପରେ ଅନୁଷ୍ଠିତ ହେଲା 12ତମ ଜାତୀୟ ସାମୁଦ୍ରିକ ସର୍ଚ୍ଚ ଓ ରେସ୍କ୍ୟୁ ଅଭ୍ୟାସ
ପାରାଦୀପ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା ଦ୍ୱାଦଶ ଜାତୀୟ ସାମୁଦ୍ରିକ ସର୍ଚ୍ଚ ଓ ରେସ୍କ୍ୟୁ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୌସେନା, ବାୟୁସେନା ଓ ରାଜ୍ୟ ପ୍ରଶାସନ ସମେତ ବିଭିନ୍ନ ସଂସ୍ଥା ଅଂଶଗ୍ରହଣ କରିଛନ୍ତି।