କୁଜଙ୍ଗ: ପାରାଦ୍ୱୀପରେ ସ୍ଵଚ୍ଛ ଭାରତ ଦିବସ ପାଳିତ: ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା
ପାରାଦ୍ୱୀପ ପୌରପାଳିକା ପକ୍ଷରୁ ମଧୁବନ ଗାନ୍ଧୀ ଛକରେ ସ୍ଵଚ୍ଛ ଭାରତ ଦିବସ-୨୦୨୬ ପାଳିତ। ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ସ୍ଵଚ୍ଛ ସାଥୀମାନଙ୍କୁ ସମ୍ମାନିତ କରିଛନ୍ତି। ସହରକୁ ପ୍ଲାଷ୍ଟିକ ମୁକ୍ତ ଓ ସ୍ୱଚ୍ଛ ରଖିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ।