ଫୁଲବାଣୀ ସହର: ବଡ଼ ଓଷା ଉପଲକ୍ଷେ ଡୁଙ୍ଗୀ ଠାରେ ଆଜି 20001 ଦୀପ ଦାନ କରାଯାଇଅଛି।ଶହ ଶହ ଭକ୍ତ ଙ୍କ ସମାଗମ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ
ବଡ ଓଷା ଉପଲକ୍ଷେ ଡୁଙ୍ଗୀ ଠାରେ ଆଜି 20001 ଦୀପ ଦାନ କରାଯାଇଅଛି।ଶହ ଶହ ଭକ୍ତ ଙ୍କ ସମାଗମ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରବଳ ଭିଡ଼ ଯୋଗୁଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।