Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

😲 ଏହି ଭିଡିଓରେ ଲୁଚିଛନ୍ତି ଜଣେ ବଡ଼ ହସ୍ତୀ! ଋଷିକେଶର ତ୍ରିବେଣୀ ଘାଟରେ ସାଧୁ, ସନ୍ତ, ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ଭିଡ଼ ମଧ୍ୟରେ ଶୋଇଛନ୍ତି ଜଣେ ଏମିତି ବ୍ୟକ୍ତି, ଯାହାଙ୍କୁ ସାରା ଦେଶ ଚିହ୍ନେ! 🤔 ଆପଣଙ୍କ ତୀକ୍ଷ୍ଣ ନଜର ଥିଲେ କମେଣ୍ଟରେ କୁହନ୍ତୁ — ସେ କିଏ? 👇 📢 ଦେଖାଯାଉ, ପ୍ରଥମେ କିଏ ସଠିକ୍ ଉତ୍ତର ଦେଉଛନ୍ତି! #GuessWho #ViralPhoto #Rishikesh #TriveniGhat #TrendingNow #RCNMedia #Rcnmedia #Rcnmedianews #Rcnodia #Rcnodianews

Bhadrak Rural, Bhadrak | Jun 19, 2026

MORE NEWS

🌧️⚠️ ବଡ଼ ଖବର! ଓଡ଼ିଶାରେ ସକ୍ରିୟ ହେଲା ମୌସୁମୀ

ଆସନ୍ତା କିଛି ଦିନ ଧରି ବର୍ଷାର ତାଣ୍ଡବ! ⛈️
କିଛି ଜିଲ୍ଲାରେ ୭୦ କିମି ବେଗରେ ବହିପାରେ ପବନ 🌪️
ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପାଇଁ ଭାରି ବର୍ଷା ସତର୍କତା!

☔ ଆପଣଙ୍କ ଜିଲ୍ଲାରେ ପାଗ କେମିତି ଅଛି? କମେଣ୍ଟ କରନ୍ତୁ...

#OdishaWeather #MonsoonUpdate #HeavyRainAlert #OdishaRain #WeatherNews #RCNODIA #BreakingNews

🌧️⚠️ ବଡ଼ ଖବର! ଓଡ଼ିଶାରେ ସକ୍ରିୟ ହେଲା ମୌସୁମୀ ଆସନ୍ତା କିଛି ଦିନ ଧରି ବର୍ଷାର ତାଣ୍ଡବ! ⛈️ କିଛି ଜିଲ୍ଲାରେ ୭୦ କିମି ବେଗରେ ବହିପାରେ ପବନ 🌪️ ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପାଇଁ ଭାରି ବର୍ଷା ସତର୍କତା! ☔ ଆପଣଙ୍କ ଜିଲ୍ଲାରେ ପାଗ କେମିତି ଅଛି? କମେଣ୍ଟ କରନ୍ତୁ... #OdishaWeather #MonsoonUpdate #HeavyRainAlert #OdishaRain #WeatherNews #RCNODIA #BreakingNews

Bhadrak Rural, Bhadrak | Jun 22, 2026

🧘‍♂️ ଆନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରି ଚର୍ଚ୍ଚାରେ ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ନିଶାନ୍ତ କୁମାର!

ଯୋଗାଭ୍ୟାସ ବେଳର ତାଙ୍କର କିଛି ଭିନ୍ନ ଆସନ ଓ ଶୈଳୀ ସୋସିଆଲ ମିଡିଆରେ ହୋଇଛି ଭାଇରାଲ। କେହି ପ୍ରଶଂସା କରୁଛନ୍ତି, ତ ଆଉ କେହି ଦେଉଛନ୍ତି ମଜାଦାର ପ୍ରତିକ୍ରିୟା।

ଆପଣଙ୍କ ମତରେ ଯୋଗକୁ ସମସ୍ତଙ୍କ ଦୈନନ୍ଦିନ ଜୀବନର ଅଂଶ କରିବା ଉଚିତ କି? କମେଣ୍ଟ କରନ୍ତୁ।

#YogaDay #InternationalYogaDay #NishantKumar #Bihar #ViralNews #TrendingNow #RCNODIA #ଯୋଗଦିବସ

🧘‍♂️ ଆନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରି ଚର୍ଚ୍ଚାରେ ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ନିଶାନ୍ତ କୁମାର! ଯୋଗାଭ୍ୟାସ ବେଳର ତାଙ୍କର କିଛି ଭିନ୍ନ ଆସନ ଓ ଶୈଳୀ ସୋସିଆଲ ମିଡିଆରେ ହୋଇଛି ଭାଇରାଲ। କେହି ପ୍ରଶଂସା କରୁଛନ୍ତି, ତ ଆଉ କେହି ଦେଉଛନ୍ତି ମଜାଦାର ପ୍ରତିକ୍ରିୟା। ଆପଣଙ୍କ ମତରେ ଯୋଗକୁ ସମସ୍ତଙ୍କ ଦୈନନ୍ଦିନ ଜୀବନର ଅଂଶ କରିବା ଉଚିତ କି? କମେଣ୍ଟ କରନ୍ତୁ। #YogaDay #InternationalYogaDay #NishantKumar #Bihar #ViralNews #TrendingNow #RCNODIA #ଯୋଗଦିବସ

Bhadrak Rural, Bhadrak | Jun 22, 2026

ଦେଶ ପାଳୁଛି ସ୍ୱାଧୀନତା, ହେଲେ ରାସ୍ତା ଟିକେ ପାଇଁ ନିଜ ଭିଟାମାଟିରେ ବନ୍ଦୀ ବାଲେଶ୍ୱରର ଏହି ଗରିବ ପରିବାର!
ରୋଗିଣା ମା' ପାଇଁ ଆମ୍ବୁଲାନ୍ସଟିଏ ବି ଆସିପାରୁନି, ପ୍ରଶାସନ ଆଉ କେତେଦିନ ଏମିତି ନିଦାବିଷ୍ଣୁ ସାଜିବ?

​#JusticeForGopiBindha ​#BalasoreNews
​#OdishaAdministration ​#NoRoadNoLife
​#VoiceOfOdisha​ #BalasoreNews #JusticeForGopiBindha #OdishaAdministration #NoRoadNoVote #HumanRightsOdisha #SimuliaBlock #VoiceOfOdisha #rcnodia #rcnodianews #rcnupdates

ଦେଶ ପାଳୁଛି ସ୍ୱାଧୀନତା, ହେଲେ ରାସ୍ତା ଟିକେ ପାଇଁ ନିଜ ଭିଟାମାଟିରେ ବନ୍ଦୀ ବାଲେଶ୍ୱରର ଏହି ଗରିବ ପରିବାର! ରୋଗିଣା ମା' ପାଇଁ ଆମ୍ବୁଲାନ୍ସଟିଏ ବି ଆସିପାରୁନି, ପ୍ରଶାସନ ଆଉ କେତେଦିନ ଏମିତି ନିଦାବିଷ୍ଣୁ ସାଜିବ? ​#JusticeForGopiBindha ​#BalasoreNews ​#OdishaAdministration ​#NoRoadNoLife ​#VoiceOfOdisha​ #BalasoreNews #JusticeForGopiBindha #OdishaAdministration #NoRoadNoVote #HumanRightsOdisha #SimuliaBlock #VoiceOfOdisha #rcnodia #rcnodianews #rcnupdates

Bhadrak Rural, Bhadrak | Jun 22, 2026

😲 ଏହି ଭିଡିଓରେ ଲୁଚିଛନ୍ତି ଜଣେ ବଡ଼ ହସ୍ତୀ! ଋଷିକେଶର ତ୍ରିବେଣୀ ଘାଟରେ ସାଧୁ, ସନ୍ତ, ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ଭିଡ଼ ମଧ୍ୟରେ ଶୋଇଛନ୍ତି ଜଣେ ଏମିତି ବ୍ୟକ୍ତି, ଯାହାଙ୍କୁ ସାରା ଦେଶ ଚିହ୍ନେ! 🤔 ଆପଣଙ୍କ ତୀକ୍ଷ୍ଣ ନଜର ଥିଲେ କମେଣ୍ଟରେ କୁହନ୍ତୁ — ସେ କିଏ? 👇 📢 ଦେଖାଯାଉ, ପ୍ରଥମେ କିଏ ସଠିକ୍ ଉତ୍ତର ଦେଉଛନ୍ତି! #GuessWho #ViralPhoto #Rishikesh #TriveniGhat #TrendingNow #RCNMedia #Rcnmedia #Rcnmedianews #Rcnodia #Rcnodianews - Bhadrak Rural News