ବିଷମକଟକ: ରାୟଗଡ଼ା ଡିଭିଜନରେ ଭୂସ୍ଖଳନ: ଅନେକ ଟ୍ରେନ୍ ବାତିଲ ଓ ପରିବର୍ତ୍ତିତ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ରାୟଗଡ଼ା ରେଳ ଡିଭିଜନରେ ଭୂସ୍ଖଳନ ଯୋଗୁଁ କିଛି ଟ୍ରେନ୍ ବାତିଲ ଏବଂ କିଛି ଟ୍ରେନ୍ କୋରାପୁଟ ପର୍ଯ୍ୟନ୍ତ ଚାଲିବ। ୮ ଅକ୍ଟୋବରରୁ ୧୩ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଏହି ନିୟମ ଲାଗୁ। ଯାତ୍ରୀମାନେ ନ୍ୟାସନାଲ ଟ୍ରେନ୍ ଏନକ୍ୱାରୀ ସିଷ୍ଟମରେ ଟ୍ରେନ୍ ସ୍ଥିତି ଯାଞ୍ଚ କରି ନିଜ ଯାତ୍ରା ଯୋଜନା କରନ୍ତୁ।