କବିସୂର୍ଯ୍ୟନଗର: ଭୁବନେଶ୍ୱର BMC କାର୍ଯ୍ୟାଳୟ ଘଟିଥିବା ଘଟଣା ରେ ବିଜେପି ନେତା ଜଗନ୍ନାଥ୍ ପ୍ରଧାନ ଙ୍କ ଗିରଫ ଘଟଣାକୁ ନେଇ ପ୍ରତିକ୍ରିୟା ରଖଛନ୍ତି ବିଧାୟକ
ଗଞ୍ଜାମ ଜିଲ୍ଲ କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ ଆଜି କବିସୂର୍ଯ୍ୟନଗର ଡାକ ବଙ୍ଗଳା ପରିସର ରେ ଏହି ଘଟଣା କୁ ନେଇ ଦୃଢ଼ ନିନ୍ଦା କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳର ନେତାମାନେ ଯେଉଁଭଳି ଭାବରେ ପ୍ରତିବାଦ କରିଥିଲେ ଆଉ OAS ସଂଘ ଆନ୍ଦଳନ କରୀ ଜଗନ୍ନାଥ ପ୍ରଧାନ ଙ୍କ ଗିରଫ ଦାବି କରିବା ଓ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ନିଜ ଦଳର ନେତାଙ୍କୁ ଗିରଫ ରେ ସହଯୋଗ କରିବା କୁ ନେ଼ଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ।