Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ପଟ୍ଟାଙ୍ଗୀ: ପରଟା ଗ୍ରାମରେ ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ବୃଦ୍ଧା ମହିଳାଙ୍କୁ ହତ୍ୟା ଅଭିଯୋଗ, ପହଞ୍ଚିଲେ ସାଇଣ୍ଟିଫିକ ଟିମ

Pottangi, Koraput | Nov 21, 2025
ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ବୃଦ୍ଧା ମହିଳାଙ୍କୁ ହତ୍ୟା l ଘଟଣା ଘଟିଛି ନନ୍ଦପୁର ବ୍ଲକ ପର୍ଟl ଗ୍ରାମରେ l ଜମିକୁ ଧାନ କାଟିବା କୁ ଯାଇଥିବା ବେଳେ ସମ୍ପର୍କୀୟ ମାନେ ଅତର୍କିତ ଆକ୍ରମଣ କରି ମହିଳା ଙ୍କୁ ଛୁରା ମାଡ଼ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି l ମହିଳାଙ୍କ ମୃତ ଦେହ ନିକଟ ମାଝୀପୁଟ ଗ୍ରାମ ନୀଳଗିରି ବଗିଚାରେ ପଡିରହିଥିଲା l ଏହା ପରେ ସଂଧ୍ଯା ୬ଟା ସମୟରେ ଦେଖିବାକୁ ମିଳିଛି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଥିବା।

MORE NEWS