ପଦ୍ମପୁର: ସହରକୁ ସରକାରୀ ତଦାରଖ କରିବା ପାଇଁ ବରଗଡ଼ ଜିଲ୍ଲାପାଲ ଆସିଥିବା ବେଳେ ମୁଣ୍ଡିଆ ମାରି ନେହୁରା ହେଲେ ଚାଷୀ
ଧାନ ବିକ୍ରି ପାଇଁ ବରଗଡ ଜିଲ୍ଲାପାଳଙ୍କୁ ମୁଣ୍ଡିଆ ମାରୀ ଅନୁରୋଧ କରିଛନ୍ତି ଚାଷୀ। ପଦ୍ମପୁର ସହରକୁ ଅପରାହ୍ନ 1ଟା ସମୟରେ ସରକାରୀ ତଦାରଖ କରିବା ପାଇଁ ବରଗଡ ଜିଲ୍ଲାପାଳ ଆସିଥିବା ବେଳେ ଚାଷୀ ମାନେ ତାଙ୍କୁ ମୁଣ୍ଡିଆ ମାରୀ ନେହୁରା ହୋଇଥିଲେ। ହେଲେ ଜିଲ୍ଲା ପାଳ କୋଣସି ସ୍ପଷ୍ଟ ଉତ୍ତର ପ୍ରଦାନ କରିଥିବା ଯୋଗୁଁ ଚାଷୀ ମାନେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ପକାଇ ଆନ୍ଦୋଳନ କରୁଛନ୍ତି