କଟକ ପୌରାଞ୍ଚଳ: କଟକ: ୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପାଇଲେ ଡିଏଭି ଛାତ୍ର ଶ୍ରେୟାଂଶ ଷଡ଼ଙ୍ଗୀ
କଟକ ଗଣ୍ଡରପୁର ଏଲ୍ ଆର୍ ଡିଏଭି ପବ୍ଲିକ୍ ସ୍କୁଲର ମେଧାବୀ ଛାତ୍ର ଶ୍ରେୟାଂଶ ଷଡ଼ଙ୍ଗୀ ପାଞ୍ଚ ଲକ୍ଷ ଟଙ୍କାର ଡିଏଭି ଛାତ୍ରବୃତ୍ତି ଲାଭ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ପରିସରରେ ଉତ୍ସାହ ଦେଖାଦେଇଛି।