Public App Logo
Jansamasya
News
Bjp
National
Police
Bihar
India
जनसमस्या
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh
image
image
image
image

#ବାଲେଶ୍ଵର_ପୋଲିସର_ଆକ୍ସନ । ପୁଣି ବାଲିଆପାଳ ରେ ଚଢ଼ାଉ । ବିପୁଳ ଦେଶୀ ମଦ, ଗାଡ଼ି ସହ ଦୁଇ ଜଣ ଗିରଫ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବସ୍ତା ଏସଡିପିଓ | #latastnewsupdate #BreakingNews #baleswar

MORE NEWS

#ସକାଳର_ବଡ଼_ଖବର 
Sakala Bulletin | 10 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
#latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews
#odianews #sakalanews #odishanews #rain #barshanews #todaymorningnews #pabitranewsodishalive

#ସକାଳର_ବଡ଼_ଖବର Sakala Bulletin | 10 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive

Kendujhar Town, Kendujhar | Jun 10, 2026

#SLUG_କ୍ଷତିପୂରଣ_ଦାବିରେ_ରେଞ୍ଜ_କାର୍ଯ୍ୟଳୟ_ଘେରାଉ 
ଗତ ୧୫ତାରିଖ ଦିନ  ବସନ୍ତପୁର ଗ୍ରାମର ସାଧୁଚରଣ ନାୟକ ଜଙ୍ଗଲ କୁ ଛେଳି ପାଇଁ ଡାଳ ସଂଗ୍ରହ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ, ଘର ଲୋକ ଖୋଜା ଖୋଜି ପରେ ଜଙ୍ଗଲ ରେ ଗୋଡ଼ ଦୁଇଟି ପଡିଥିବା ଏବଂ ପାଖରେ ଲୁଙ୍ଗି ପଡିଥିବା ଦେଖି ଜାଣିପାରିଲେ, ବାଘ ଖାଇଯାଇଛି, ଗ୍ରାମବାସୀ ତୁରନ୍ତ ବନ ବିଭାଗ କୁ ଜଣାଇଥିଲେ, ସେଇ ଘଟଣା ନେଇ ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ପାଇନଥିବାରୁ, ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟ ଘରିଥିଲେ, ଖବର ପାଇ କରଞ୍ଜିଆ ଡିଫଓ  ଅଜୟ କୁମାର ସାହୁ ପହଂଚି ଲୋକଙ୍କୁ ବୁଝାଇ କହିଥିଲେ କ୍ଷତିପୂରଣ ବାବଦରେ ୧୦ଲକ୍ଷ୍ୟ ଟଙ୍କା ମିଳିବ ମର୍ତ୍ୟୁ ସାଟିଫିକେଟ ମିଳିବା ପରେ, ଖୁବ ଶୀଘ୍ର ମିଳିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ରୁ ଓହରିଥିଲେ ଗ୍ରାମବାସି। 
,#latastnews #breakingnews #mayurbhanj #jasipur

#SLUG_କ୍ଷତିପୂରଣ_ଦାବିରେ_ରେଞ୍ଜ_କାର୍ଯ୍ୟଳୟ_ଘେରାଉ ଗତ ୧୫ତାରିଖ ଦିନ ବସନ୍ତପୁର ଗ୍ରାମର ସାଧୁଚରଣ ନାୟକ ଜଙ୍ଗଲ କୁ ଛେଳି ପାଇଁ ଡାଳ ସଂଗ୍ରହ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ, ଘର ଲୋକ ଖୋଜା ଖୋଜି ପରେ ଜଙ୍ଗଲ ରେ ଗୋଡ଼ ଦୁଇଟି ପଡିଥିବା ଏବଂ ପାଖରେ ଲୁଙ୍ଗି ପଡିଥିବା ଦେଖି ଜାଣିପାରିଲେ, ବାଘ ଖାଇଯାଇଛି, ଗ୍ରାମବାସୀ ତୁରନ୍ତ ବନ ବିଭାଗ କୁ ଜଣାଇଥିଲେ, ସେଇ ଘଟଣା ନେଇ ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ପାଇନଥିବାରୁ, ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟ ଘରିଥିଲେ, ଖବର ପାଇ କରଞ୍ଜିଆ ଡିଫଓ ଅଜୟ କୁମାର ସାହୁ ପହଂଚି ଲୋକଙ୍କୁ ବୁଝାଇ କହିଥିଲେ କ୍ଷତିପୂରଣ ବାବଦରେ ୧୦ଲକ୍ଷ୍ୟ ଟଙ୍କା ମିଳିବ ମର୍ତ୍ୟୁ ସାଟିଫିକେଟ ମିଳିବା ପରେ, ଖୁବ ଶୀଘ୍ର ମିଳିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ରୁ ଓହରିଥିଲେ ଗ୍ରାମବାସି। ,#latastnews #breakingnews #mayurbhanj #jasipur

Kendujhar Town, Kendujhar | Jun 9, 2026

#ବରପାଲି_ଶୀତଳ_ଷଷ୍ଠୀ_ଯାତ୍ରା_ପ୍ରେସ_ମିଟ 
ଆସନ୍ତା ଜୁନ ୧୫ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲା ବରପାଲିରେ ୧୪୯ତମ ବାବା କପିଳେଶ୍ବରଙ୍କ ବିଶ୍ବ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ବରପାଲିରେ ବ୍ୟାପକ ପ୍ରସ୍ତୁତି ଜୋରସୋରରେ ଚାଲିଛି । 
#latastnews #BreakingNews #latastnewsupdate #pabitranewsodisha #bargarh #sitamsasti

#ବରପାଲି_ଶୀତଳ_ଷଷ୍ଠୀ_ଯାତ୍ରା_ପ୍ରେସ_ମିଟ ଆସନ୍ତା ଜୁନ ୧୫ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲା ବରପାଲିରେ ୧୪୯ତମ ବାବା କପିଳେଶ୍ବରଙ୍କ ବିଶ୍ବ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ବରପାଲିରେ ବ୍ୟାପକ ପ୍ରସ୍ତୁତି ଜୋରସୋରରେ ଚାଲିଛି । #latastnews #BreakingNews #latastnewsupdate #pabitranewsodisha #bargarh #sitamsasti

Kendujhar Town, Kendujhar | Jun 9, 2026

#ଗଞ୍ଜେଇ_ଭର୍ତ୍ତି_ଗାଡି_ଜବତ
ଗଞ୍ଜେଇ ଭର୍ତ୍ତି ଗାଡି ଛାଡି ଛୁ ମାରିଲେ ମାଫିଆ, ବିପୁଳ ପରିମାଣର ଗଞ୍ଜେଇ ସହ ଏକ VIP କାର୍ ଜବତ କରିଛି ପୋଲିସ . ତିନିଦିନ ହେବ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଗୌଡ଼ ଗାଁ ସ୍ମଶାନ ଘାଟ ନିକଟରେ ରହିଥିଲା ଏହି ଗଞ୍ଜେଇ ଭର୍ତ୍ତି ଗାଡି. ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେବାରୁ ପୋଲିସ କାର୍ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ସହ ଗଞ୍ଜେଇ ବୋଝେଇ ଏକ VIP କାର୍ ଜବତ କରିଛି |
#pabitranewsodisha #BreakingNews #latastnewsupdate #mayurbhanj

#ଗଞ୍ଜେଇ_ଭର୍ତ୍ତି_ଗାଡି_ଜବତ ଗଞ୍ଜେଇ ଭର୍ତ୍ତି ଗାଡି ଛାଡି ଛୁ ମାରିଲେ ମାଫିଆ, ବିପୁଳ ପରିମାଣର ଗଞ୍ଜେଇ ସହ ଏକ VIP କାର୍ ଜବତ କରିଛି ପୋଲିସ . ତିନିଦିନ ହେବ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଗୌଡ଼ ଗାଁ ସ୍ମଶାନ ଘାଟ ନିକଟରେ ରହିଥିଲା ଏହି ଗଞ୍ଜେଇ ଭର୍ତ୍ତି ଗାଡି. ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେବାରୁ ପୋଲିସ କାର୍ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ସହ ଗଞ୍ଜେଇ ବୋଝେଇ ଏକ VIP କାର୍ ଜବତ କରିଛି | #pabitranewsodisha #BreakingNews #latastnewsupdate #mayurbhanj

Kendujhar Town, Kendujhar | Jun 8, 2026

#ଯାତ୍ରୀବାହି_ବସ୍_ଓ_ଟ୍ରଲର_ମୁହାଁ_ମୁହଁ_ଧକ୍କା 
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୂଳୀ ପଞ୍ଚାୟତର ଭଅଁରପୁର ଗ୍ରାମ ନିକଟ ବୁଲାଣିରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଏକ ସାହୁ ବସ୍ ଓ ଏକ ଟ୍ରଲର ମଧ୍ୟରେ ଜୋରଦାର ଧକ୍କା ହୋଇଥିବା ଜଣାପଡ଼ିଛି। ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍‌ରେ ଯାତ୍ରା କରୁଥିବା ବହୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।
#latastnewsupdate #Breakingnews #Keonjhar #roadaccident

#ଯାତ୍ରୀବାହି_ବସ୍_ଓ_ଟ୍ରଲର_ମୁହାଁ_ମୁହଁ_ଧକ୍କା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୂଳୀ ପଞ୍ଚାୟତର ଭଅଁରପୁର ଗ୍ରାମ ନିକଟ ବୁଲାଣିରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଏକ ସାହୁ ବସ୍ ଓ ଏକ ଟ୍ରଲର ମଧ୍ୟରେ ଜୋରଦାର ଧକ୍କା ହୋଇଥିବା ଜଣାପଡ଼ିଛି। ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍‌ରେ ଯାତ୍ରା କରୁଥିବା ବହୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। #latastnewsupdate #Breakingnews #Keonjhar #roadaccident

Kendujhar Town, Kendujhar | Jun 8, 2026