#SLUG_କ୍ଷତିପୂରଣ_ଦାବିରେ_ରେଞ୍ଜ_କାର୍ଯ୍ୟଳୟ_ଘେରାଉ
ଗତ ୧୫ତାରିଖ ଦିନ ବସନ୍ତପୁର ଗ୍ରାମର ସାଧୁଚରଣ ନାୟକ ଜଙ୍ଗଲ କୁ ଛେଳି ପାଇଁ ଡାଳ ସଂଗ୍ରହ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ, ଘର ଲୋକ ଖୋଜା ଖୋଜି ପରେ ଜଙ୍ଗଲ ରେ ଗୋଡ଼ ଦୁଇଟି ପଡିଥିବା ଏବଂ ପାଖରେ ଲୁଙ୍ଗି ପଡିଥିବା ଦେଖି ଜାଣିପାରିଲେ, ବାଘ ଖାଇଯାଇଛି, ଗ୍ରାମବାସୀ ତୁରନ୍ତ ବନ ବିଭାଗ କୁ ଜଣାଇଥିଲେ, ସେଇ ଘଟଣା ନେଇ ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ପାଇନଥିବାରୁ, ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟ ଘରିଥିଲେ, ଖବର ପାଇ କରଞ୍ଜିଆ ଡିଫଓ ଅଜୟ କୁମାର ସାହୁ ପହଂଚି ଲୋକଙ୍କୁ ବୁଝାଇ କହିଥିଲେ କ୍ଷତିପୂରଣ ବାବଦରେ ୧୦ଲକ୍ଷ୍ୟ ଟଙ୍କା ମିଳିବ ମର୍ତ୍ୟୁ ସାଟିଫିକେଟ ମିଳିବା ପରେ, ଖୁବ ଶୀଘ୍ର ମିଳିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ରୁ ଓହରିଥିଲେ ଗ୍ରାମବାସି।
,#latastnews #breakingnews #mayurbhanj #jasipur
Kendujhar Town, Kendujhar | Jun 9, 2026